0 Comment
ଭୋପାଳ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍)ର ଏକ କାର୍ଯ୍ୟକ୍ରମରେ ଦୁଇଜଣ ସରକାରୀ କର୍ମଚାରୀ ଯୋଗଦେବା ନେଇ ମଧ୍ୟ ପ୍ରଦେଶରେ ବଡ଼ ବିବାଦ ଉଠିଛି । ବିରୋଧୀ କଂଗ୍ରେସ ଉଭୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ୬ ମାସ ଥିବା ବେଳେ ଏହି ଘଟଣାକୁ ନେଇ ଶାସକ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଜୁନ୍ ୧୧ରେ ସତନାରେ ଅନୁଷ୍ଠିତ ଆରଏସ୍ଏସ୍ କାର୍ଯ୍ୟକ୍ରମ (‘ସମର୍ପଣ ସମାରୋହ’) ର ଏକ ଭାଇରାଲ୍ ଫଟୋରେ... Read More