0 Comment
ବାଜାବାଣ ରସଣୀରେ ଦୁଲୁକିଲା ଗାଁ ଦାଣ୍ତା କେନ୍ଦୁଝର, (ନି.ପ୍ର) ଗଣ ପର୍ବ ରଜ ଜିଲ୍ଲାବ୍ୟାପୀ ଆନନ୍ଦ ଉଲ୍ଲସ ରେ ପାଳନ କରାଯାଇଛି।ଏହି ଅବସର ରେ ଗାଁ ଠାରୁ ସହର ଚଳଚଞ୍ଚଳ ହୋଇଉଠିଥିଲା।ପ୍ରତ୍ୟେକ ଅଞ୍ଚଳରେ ଦୋଳି ଖେଳ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ କ୍ରିଡା ପ୍ରତି ଯୋଗୀତା ହୋଇଥିଲା।ରଜ ପାଇଁ ଘରେ ଘରେ ପିଠାପଣା ମାଛମାସଂ ସମସ୍ତେ ନୂଆଁ ପୋଷାକ ପିନ୍ଧି ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।କେନ୍ଦୁଝର ସଦର ବ୍ଲକ ନୂଆଗାଁ,ସେଣ୍ତକାପ,ମହାଦେଇଯୋଡା ଅଞ୍ଚଳରେ ରଜ ମହତ୍ସବ... Read More