0 Comment
ନୂଆଦିଲ୍ଲୀ : ମଣିପୁରରେ ଥମୁନି ହିଂସା। ପୁଣି ଫୁଟିଲା ଗୁଳି । ପୁଣି ଗୃହଦାହ। ବିଷ୍ଣୁପୁର ଜିଲା ଓ ଚୁରାଚାନ୍ଦପୁର ଜିଲାରେ ଗୁଳିକାଣ୍ଡ। ଗତ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ଆଜି ସକାଳ ପର୍ଯ୍ୟନ୍ତ ଗୁଳି ଫୁଟିଥିଲା। ଗୋଟିଏ ଘରକୁ ମଧ୍ୟ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଇମ୍ଫାଲ ଜିଲାରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛନ୍ତି ଆର୍ମୀ, ଆସାମ ରାଇଫଲ ଓ ରାପିଡ ଆକ୍ସନ ଫୋର୍ସ। ମଣିପୁରର ଏକାଧିକ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି। ମଣିପୁର ବିଶ୍ୱବିଦ୍ୟାଳୟ... Read More