0 Comment
ବରଗଡ଼: ବରଗଡ଼ ଜିଲା ଭଟଲି ପୋଲିସ ଲକ୍ଷାଧିକ ଟଙ୍କାର କଫସିରପ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅମନ ଖାଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ କରାଯାଇଛି । ସୂଚନା ଯେ, କୁଶନପୁରୀ ଗାଁରେ ବେଆଇନ ଭାବେ କଫସିରପ ବିକ୍ରି ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା । ଚଢ଼ାଉରେ ୫୪୦ ବୋତଲ କଫ ସିରପ ସହ ନଗତ ୪୩... Read More