0 Comment
ନୂଆଦିଲ୍ଲୀ: ଜାତୀୟ ଭେଷଜ ଆୟୋଗ (ଏନ୍ଏମସି)ର ନୂଆ ନିୟମ ଅନୁଯାୟୀ, ଏଣିକି ଏମବିବିଏସ୍ ଛାତ୍ରଛାତ୍ରୀ ମାନଙ୍କୁ ଆଡମିଶନ ତାରିଖ ଠାରୁ ୯ ବର୍ଷ ମଧ୍ୟରେ ନିଜ କୋର୍ସ ଶେଷ କରିବାକୁ ପଡିବ । ପ୍ରଥମ ବର୍ଷ ପରୀକ୍ଷା ପାସ୍ କରିବାକୁ କେବଳ ଚାରିଟି ପ୍ରୟାସ ଦିଆଯିବ। ନୂଆ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ରେଗୁଲେସନ୍ ୨୦୨୩ ତଥା ଜିଏମ୍ଇଆର-୨୩ରେ ନିୟମ ଅନୁଯାୟୀ, ନିଟ୍-ୟୁଜି ମେରିଟ୍ ତାଲିକା ଆଧାରରେ ଦେଶର ସମସ୍ତ ମେଡିକାଲ୍ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମରେ ଆଡମିଶନ ପାଇଁ... Read More