0 Comment
ଆନନ୍ଦପୁର : ଘର ନିକଟରେ ଥିବା ଟ୍ରାନ୍ସଫର୍ମରରୁ ବିଦ୍ୟୁତ ତାର ଛିଣ୍ଡି ବାଡିରେ ପଡିଥିବା ବେଳେ ବାଡି ଓଳାଉଥିବା ସମୟରେ ତାର ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ଦ୍ବାରା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ ହୋଇଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା ଦଧିବାମନପୁର ଗାଁରେ । ମୃତକ ହେଉଛନ୍ତି ଜଞ୍ଜାଳୀ ଜେନା । ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଜଞ୍ଜାଳୀଙ୍କ ଘର ନିକଟରେ... Read More