0 Comment
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ କାଟ କେଉଁଠି ବି ହେଉନି । ବର୍ଷା ପବନ ହେଲେ ବିଦ୍ୟୁତ କାଟିବାକୁ ବାଧ୍ୟ । କାରଣ କାଳବୈଶାଖୀରେ ବହୁତ ସ୍ଥାନରେ ଖୁଣ୍ଟ ଉପୁଡ଼ି ଯାଉଛି । ପୁଣି ଖୁଣ୍ଟ ପୋତି ତାର ଲଗାଇବା ସମୟସାପେକ୍ଷ । ଆଖି ପିଛୁଳାକେ ଏସବୁ କାମ ହୋଇ ପାରିବନି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ସେ କହିଛନ୍ତି ଯେ,ଉପଭୋକ୍ତା ଯେପରି ହାରରେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସେପରି ଲୋଡ୍... Read More