0 Comment
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ପେଞ୍ଚକ୍ ସିଲଟ ଆସୋସିଏସନ୍ ଏବଂ ଜିଲ୍ଲା କୃଷୀ ବିଭାଗ କାର୍ଯ୍ୟ କାର୍ଯୟନିର୍ବାହୀ ମିଳିତ ରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ତୃତୀୟ ଜିଲ୍ଲା ସ୍ତରୀୟ ପେଞ୍ଚକ୍ ସିଲଟ ଚମ୍ଫିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ସୋଇଯାଇଛି। ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଛାତ୍ରାବାସ ର ଅନ୍ତେବାସୀ ପିଲାମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଉପ କୃଷି ଅଧିକାରୀ... Read More