0 Comment
ମୁମ୍ବାଇ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ତିକ୍ତତା ଦେଖାଦେଇଛି । ଏହା ଏତେ ଚରମରେ ପହଞ୍ଚିଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଦେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀକାନ୍ତ ସିନ୍ଦେ କିଛି ବିଜେପି ନେତାଙ୍କୁ ଶିବସେନା-ବିଜେପି ମେଣ୍ଟକୁ ଦୁର୍ବଳ କରି ସ୍ୱାର୍ଥ କୈନ୍ଦ୍ରିକ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ବିଜେପି ନେତାମାନଙ୍କ... Read More