0 Comment
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିସ୍ତାରା ଏୟାରଲାଇନ୍ସରେ ବୋମା ନେଉଥିବା ସନ୍ଦେହରେ ଜଣେ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି। ପୁରୁଷ ଯାତ୍ରୀ ଫୋନରେ ‘ବୋମା’ ବିଷୟରେ କଥା ହେଉଥିବା ନେଇ ଜଣେ ମହିଳା ସହଯାତ୍ରୀ ଫ୍ଲାଇଟ୍ କ୍ରୁ ସଦସ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ପରେ କ୍ରୁ ସଦସ୍ୟ ପୁରୁଷ ଯାତ୍ରୀଙ୍କୁ ସିଆଇଏସ୍ଏଫ୍ କୁ ହସ୍ତାନ୍ତର କରିଥିଲେ । ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ସିଆଇଏସ୍ଏଫର ତଲାସି... Read More