0 Comment
ପାଟଣା : ପୂର୍ବତନ ମହିଳା ନାଏବ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ପୋଖରୀରେ ଭାସୁଥିଲା ନିଖୋଜ ପୂର୍ବତନ ମହିଳା ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ମୃତଦେହ । କେନ୍ଦୁଝର ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି । ସୂଚନା ଯେ, ଖିରେଇଟାଙ୍ଗୀରୀ ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତ ଦୁଇ ଦିନ ହେବ ନିଖୋଜ ଥିଲେ । ଲକ୍ଷ୍ମୀପ୍ରିୟା ଓ ସ୍ଵାମୀ ଗିରିଧାରୀ ମହାନ୍ତଙ୍କ ମଧ୍ୟରେ ବିଭିନ୍ନ... Read More