0 Comment
ମୁମ୍ଵାଇ : ମଲାୟାଲମ ଅଭିନେତା କୋଲ୍ଲମ ସୁଧିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା। ଏନେଇ ପୋଲିସ କହିଛି ଯେ କୋଲ୍ଲମ ଯେଉଁ କାରରେ ଯାଉଥିଲେ ସୋମବାର ସକାଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ଆଉ ତିନି କଳାକାର ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଏକ କାର୍ଯ୍ୟକ୍ରମ ଶେଷ କରିବା ପରେ ସୁଧୀ ଏବଂ ମିମିକ୍ରି କଳାକାର ଏକାଠି ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ ସୁଧୀଙ୍କ ମୁଣ୍ଡରେ ଗଭୀର... Read More