0 Comment
କେନ୍ଦୁଝର, ବାହାନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜରୁରୀକାଳିନ ଭାବେ ବିଭିନ୍ନ ଜିଲା ଦେଇ ଅନେକ ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି କ୍ରମରେ କେନ୍ଦୁଝରଗଡ ଷ୍ଟେସନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ ଗୁଡିକ ହେଲା ମାଡ୍ରାସ୍-ହାୱଡା ମେଲ, ପୁରୁଷୋତ୍ତମ ଏକ୍ସପ୍ରେସ, ତମ୍ବାରାମରୁ ତିନିସୁତିଆ, ଗୋଆ ଭାସ୍କୋଡାଗାମାରୁ ହାୱଡା, ସିକନ୍ଧରାବାଦ-ସଲିମାର, ପୁରୀ ଦିଲ୍ଲୀ ଉତ୍କଳ ଏକ୍ସପ୍ରେସ, କରମଣ୍ଡଳ, ହାୱଡା-ପୁରୀ, ହାୱଡା ମହିସୁର ସ୍ପେସାଲ... Read More