0 Comment
ନୂଆଦିଲ୍ଲୀ: ବାଲେଶ୍ଵର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଶୋକପ୍ରକାଶ କଲେ ଜାତିସଂଘ ସାଧାରଣ ପରିଷଦ ସଭାପତି । କସଓ୍ବା କାରୋସି, ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ସେ ଟ୍ବିଟ୍ କରି ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଗତ ଶୁକ୍ରବାର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । କରଣ୍ଡମଳ ସୁପରଫାଷ୍ଟ ଏକ୍ସପ୍ରେସ, ଯଶୋବନ୍ଦପୁର ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା ।... Read More