0 Comment
ଭୁବନେଶ୍ବର – ରାଜ୍ୟରେ ବେଆଇନ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲାଣ ରୋକିବା ପ୍ରସଙ୍ଗରେ ତୃତୀୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ଏହିଭଳି ପଦାର୍ଥର ଉତ୍ପାଦନ , କ୍ରୟ , ବିକ୍ରୟ ଓ କାରବାର ସଂପର୍କିତ ଥିବା ଜାତୀୟ ଆଇନର କଡାକଡି ଅନୁପାଳନ ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ବ୍ୟାପକ ଆଲୋଚନା ହୋଇଛି ।... Read More