0 Comment
ବାଲେଶ୍ୱର : ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୯୦୦ ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛି । ତେବେ ଆଗକୁ ମଧ୍ୟ ମୃତାହତ ସଂଖ୍ୟା ବଢିବାପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଘଟଣାସ୍ଥଳରେ ଏନ୍ଡିଆର୍ଏଫ ଏବଂ ଓଡ୍ରାଫ୍ ଟିମ୍ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶନିବାର ସକାଳୁ ସେନାର ଟିମ୍ ମଧ୍ୟ ପହଞ୍ଚିଛି ।... Read More