0 Comment
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ବହୁ ପ୍ରତୀକ୍ଷିତ କୁସମେଲ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଚୂଡାନ୍ତ ପର୍ଯ୍ୟ।ୟରେ ପହଞ୍ଚିଲାଣି। ଚଳିତ ମାସ ୧୦ ତାରିଖ ସୁଦ୍ଧା ଏହି ବୃହତ ପ୍ରକଳ୍ପରୁ ୧୬ଟି ପଞ୍ଚାୟତକୁ ପରୀକ୍ଷାମୂଳକ ଭାବେ ପାନୀୟ ଜଳଯୋଗାଣ କରାଯିବ। ଜିଲ୍ଲାପାଳ ଆବୋଲି ସୁନୀଲ ନରବଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ସୂଚନା ଦିଆଯାଇଛି। ସେହିପରି ଜିଲ୍ଲାରେ ପ୍ରାୟ ସାଢେ ୫ ଶହ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଅନ୍ୟ ସମସ୍ତ ପାନୀୟ... Read More