0 Comment
ନୂଆଦିଲ୍ଲୀ: ବିଶ୍ୱ ତମାଖୁ ବର୍ଜନ ଦିବସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ, ୨୦୦୪ ଅନୁଯାୟୀ ସଂଶୋଧିତ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ସଂଶୋଧିତ ନିୟମାବଳୀ ଅନୁଯାୟୀ ସିନେମା ହଲରେ ଚଳଚ୍ଚିତ୍ର ଏବଂ ଟିଭି ଶୋ’ ଭଳି ଓଟିଟି (ଓଭର ଦ ଟପ୍) ଶୋ’ ଗୁଡ଼ିକରେ ମଧ୍ୟ ତମାଖୁ ସେବନ ବିରୋଧରେ ଚେତାବନୀ ଜାରି କରିବା ବାଧ୍ୟତାମୂଳକ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ କଣ୍ଟେଣ୍ଟ୍ ଗୁଡ଼ିକରେ ତମାଖୁ... Read More