0 Comment
ଲମତାପୁଟ : କାର୍ରୁ ମିଳିଲା ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ମାଫିଆ ଫେରାର ହୋଇଯାଇଛି । ପାଡୁଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପାଡୁଆ ପୋଲିସ l ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଂଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ l ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ଗେମେଲପୁଟ ନିକଟରେ ନାକାବନ୍ଦୀ କରିଥିଲେ l ଦ୍ରୁତ ଗତିରେ ଆସୁଥିବା କାର୍କୁ ଅଟକାଇବାରୁ... Read More