0 Comment
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୧୨ଟି ବ୍ଲକ୍ ଅନ୍ତର୍ଗତ ୨୨୮ଟି ପଞ୍ଚାୟତ ବୃହତ୍ ପାନୀୟ ଜଳ ପ୍ରକଳ୍ପରେ ସାମିଲ ହୋଇଛନ୍ତି। ଆଗାମୀ ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରାଯିବ। ଫଳରେ ୯ ଲକ୍ଷ ୯୨ ହଜାରରୁ ଅଧିକ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିବ। ଖରା ଦିନ ହେଉ ଅବା ବର୍ଷା ଅଥବା ଶୀତ ଋତୁ ଲୋକଙ୍କୁ ଆଉ ଜଳ କଷ୍ଟ ଭୋଗିବାକୁ ପଡ଼ିବ ନାହିଁ। ଘରକୁ ହିଁ ଜଳଯୋଗାଣ କରାଯିବ।... Read More