0 Comment
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ରବିବାର ପୋଲିସ୍ ସହ ଧସ୍ତାଧସ୍ତି ଘଟଣା ନେଇ ଦିଲ୍ଲୀ ପୋଲିସ ଆଇପିସିର ବିଭିନ୍ନ ଦଫା ଅନୁଯାୟୀ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସଂଗୀତ ଫୋଗାଟଙ୍କ ଭଳି ଷ୍ଟାର କୁସ୍ତିଯୋଦ୍ଧାଙ୍କ ବିରୋଧରେ ଏତଲା ରୁଜୁ କରିଛି । ନୂଆ ସଂସଦ ଭବନ ଆଡକୁ ଯିବାବେଳେ ବିନେଶ ଫୋଗାଟ, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ସଂଗୀତା ଫୋଗାଟ ସହ ଅନ୍ୟ କୁସ୍ତିଯୋଦ୍ଧାମାନଙ୍କୁ ଦିଲ୍ଲୀ ପୋଲିସ ରବିବାର ହେପାଜତକୁ ନେଇଥିଲା। ଏହି ସମୟରେ... Read More