0 Comment
ଅହମ୍ମଦାବାଦ: ରିଜର୍ଭ ଡେ’ରେ ଆଜି ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ଲଢେଇ । ସଂଧ୍ୟା ୭ଟା ୩୦ମିନିଟକରୁ ଖେଳ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ରବିବାର ବର୍ଷା ଖେଳରେ ବାଧକ ସାଜିଥିଲା । ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା । ତେଣୁ ଫାଇନାଲ ମୁକାବିଲା ପାଇଁ... Read More