0 Comment
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଙ୍ଗଳା ଓ ଏହାର ପରିସରରେ ଥିବା ଅଫିସର ନବୀକରଣ ପାଇଁ ୫୨.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ଠାରେ ଦାଖଲ ଭିଜିଲାନ୍ସ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ କେଜ୍ରିୱାଲଙ୍କ ଘରେ ୩୨.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ତାଙ୍କ କ୍ୟାମ୍ପ ଅଫିସରେ ୧୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେଜ୍ରିୱାଲଙ୍କ ପୁରୁଣା ବଙ୍ଗଳା ଭାଙ୍ଗି ଏକ ନୂଆ ବଙ୍ଗଳା ନିର୍ମାଣ... Read More