0 Comment
ଉଦଳା : ମୟୁରଭଞ୍ଜ ଜିଲା ଉଦଳା ଫୁଲବାଡ଼ିଆ ଅଞ୍ଚଳରେ ପୋଲିସ ଓ ବନବିଭାଗର ମିଳିତ ଚଢାଉ । ଏହି ଚଢାଉରେ ଦୁଇ ଶିକାରୀ ଗିରଫ ସହ ସେମାନଙ୍କ ନିକଟରୁ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ସୂଚନା ଯେ, ବିଶେଷସୁତ୍ରରୁ ଖବର ପାଇ ଉଦଳା ପୋଲିସ ସ୍ଥାନୀୟ ବନବିଭାଗ ସହାୟତାରେ ଫୁଲବାଡ଼ିଆ ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ଶିବ ସିଂ ଏବଂ ବାସୁଦେବ ସିଂ ନାମକ ଦୁଇ ଜଣ ଶିକାରୀଙ୍କୁ ଗିରଫ... Read More