0 Comment
ନୂଆଦିଲ୍ଲୀ: ମୋଦୀ ସରକାର ଶାସନର ୯ ବର୍ଷ ପୂରଣ ହୋଇଛି । ବିଜେପି ଏହି ୯ ବର୍ଷରେ ମୋଦୀ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଜୋରସୋର୍ ପ୍ରଚାର କରୁଥିବା ବେଳେ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ। ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସିରିଜ୍ ଟ୍ୱିଟ୍ କରି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୯ଟି ପ୍ରଶ୍ନ ପଚାରିଛି। ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ନେଇ କଂଗ୍ରେସ କଟାକ୍ଷ କରିବା ସହ ଅନେକ ପ୍ରଶ୍ନ ଉଠାଇଛି । ମୋଦୀ ସରକାରଙ୍କ ଗତ... Read More