0 Comment
କେନ୍ଦୁଝର, ଦୁର୍ଘଟଣାର ଦୁଇ ଘଣ୍ଟା ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କ୍ୟାବିନ୍ ଭିତରୁ ହେଲପରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨ ନଂ ଜାତୀୟ ରାଜପଥର ଆଗର୍ଦା ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨ ନଂ ଜାତୀୟ ରାଜପଥର ଆଗର୍ଦା ଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଟ୍ରଲର ଧକ୍କା ଦେଇଥିଲା... Read More