0 Comment
କେନ୍ଦୁଝର, (ନିପ୍ର) ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ନିର୍ବାଚନ ଚଳିତ ମାସ ୨୭ ଓ ୨୮ ତାରିଖ ୨ଦିନ ଧରି କେନ୍ଦୁଝର ଠାରେ ଅନୁଷ୍ଠିତ ହେବ। କାଳୀପଡିଆ ଠାରେ ଅନୁଷ୍ଠିତ ହେବାକୁଥିବା ଏହି ଦୁଇଦିନିଆ ସମାବେଶକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବେ ବୋଲି ଓଷ୍ଟା ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ତଥା କୋର କମିଟି ଅଧ୍ୟକ୍ଷ ସଞ୍ଜୟ... Read More