0 Comment
କେନ୍ଦୁଝର, (ନିପ୍ର) ସ୍ଥାନୀୟ ଓ.ଏସ୍.ଏ.ପି ବାଟାଲିୟନ ପରିସରରେ ୧୪ ଓଡ଼ିଶା ବାଟାଲିୟନ ପକ୍ଷରୁ ଆୟୋଜିତ ପ୍ରଥମ ପର୍ଯ୍ୟାୟ ୧୦ ଦିନିଆ ଏନ୍.ସି.ସି. ପ୍ରଶିକ୍ଷଣ ଶିବିର ବୁଧବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଡାକ୍ତର ପି.କେ. ନାୟକ,ରଜନୀ ସିଂହ, ଅବସର ପ୍ରାପ୍ତ ସେନା ଅଧିକାରୀ ବଳଭଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଏନ୍.ସି.ସି. କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ।ଗତ ମେ ୧୫... Read More