0 Comment
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଖାତାର ପୁନଃ ଯାଞ୍ଚ ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବେ ବା ସେମାନଙ୍କର କୌଣସି ବିଷୟରେ କମ୍ ମାର୍କ ରହିଛି ବୋଲି ଉପଲବ୍ଧ କରୁଥିବେ, ସେମାନେ ଚାହିଁଲେ ପୁଣିଥିରେ ନିଜ ପରୀକ୍ଷାଖାତାକୁ ଯାଞ୍ଚ କରିପାରିବେ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।... Read More