0 Comment
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ କୋର୍ଟ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ତିନିମାସ ସମୟ ଦେଇଛନ୍ତି। ସେବି ୬ ମାସ ସମୟ ମାଗିଥିଲା । ହେଲେ କୋର୍ଟ ଅଗଷ୍ଟ ୧୪ ସୁଦ୍ଧା ଏହି ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସେବିକୁ କହିଛନ୍ତି । କୋର୍ଟ କହିଛନ୍ତି ଯେ ରିପୋର୍ଟ ଦେଖିବା ପରେ ହିଁ ତଦନ୍ତ ସମୟ ସୀମା ବଢ଼ାଇବାକୁ ବିଚାର କରାଯିବ।... Read More