0 Comment
ନୂଆଦିଲ୍ଲୀ: ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରି’ ଉପରେ ପଶ୍ଚିମବଙ୍ଗ ସରକାରଙ୍କ ନିଷେଧାଦେଶ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ସ୍କ୍ରିନିଂ ହେଉଛି ପଶ୍ଚିମବଙ୍ଗରେ କାହିଁକି ନ ହେବ ? ଫିଲ୍ମ ଭଲ କି ଖରାପ ତାହା ଲୋକଙ୍କୁ ସ୍ଥିର କରିବାକୁ ଦିଅ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମମତା ସରକାରଙ୍କୁ କହିଛନ୍ତି । ଏଥି ସହିତ ସୁପ୍ରିମକୋର୍ଟ ଏହି ଫିଲ୍ମକୁ ବ୍ୟାନ୍ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ... Read More