0 Comment
ନୂଆଦିଲ୍ଲୀ: ଶିବସେନା ବିବାଦ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ଉଦ୍ଧବ ଠାକରେ ସରକାରଙ୍କୁ ପୁନଃ ଅବସ୍ଥାପିତ କରିପାରିବୁ ନାହିଁ । କାରଣ ସେ ବିଧାନସଭାରେ ଶକ୍ତି ପରୀକ୍ଷା ନ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହେଲେ ସୁପ୍ରିମକୋର୍ଟ ଏହି ପୁରା ପ୍ରସଙ୍ଗରେ ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ଓ ବାଚସ୍ପତିଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ କିନ୍ତୁ... Read More