0 Comment
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଂଚଳରେ କୋଠା ନିର୍ମାଣ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ-ଏନଏମଏ ଏନଓସି ପ୍ରଦାନ କରିଛି । ତିନି ମହଲା ରିସେପସେନ ସେଣ୍ଟର ନିର୍ମାଣ ପାଇଁ ଅନୁମତି ଦେଇଛି ଏନଏମଏ। ରାଜ୍ୟ ସଂସ୍କୃତି ବିଭାଗକୁ ଏହି ଏନଓସି ପଠାଇଛି ଏନଏମଏ । ଶ୍ରୀମନ୍ଦିର ପ୍ରଶାସନକୁ ତିନି ମହଲା କୋଠା ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ସେହି କୋଠାରେ ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିବ ।... Read More