0 Comment
ନୂଆଦିଲ୍ଲୀ: ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କେଉଁ କାରଣରୁ ଛାଡପତ୍ରକୁ ମଞ୍ଜୁରୀ ମିଳିପାରିବ ସେ ନେଇ ରାୟ ଦେଇଛନ୍ତି କୋର୍ଟର ସମ୍ବିଧାନ ପୀଠ । ସେ କହିଛନ୍ତି ଯେ, ଯଦି କୌଣସି ବୈବାହିକ ସମ୍ପର୍କରେ ସୁଧାର ହେବା ନେଇ ଆଶା ନଥାଏ, ତେବେ ଏଥିପାଇଁ ଛାଡପତ୍ରକୁ ଅନୁମତି ମିଳିପାରିବ । ଏକ ମାମଲାର ଶୁଣାଣି କରିବା ସମୟରେ ଏ ନେଇ ରାୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ... Read More