0 Comment
ନୂଆଦିଲ୍ଲୀ: ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଦାୟର ପିଟିସନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏ ମାମଲାରେ ୟୁପି ସରକାରଙ୍କୁ କୋର୍ଟ ଅନେକ ପ୍ରଶ୍ନ ପଚାରିଛନ୍ତି। କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ପଚାରିଛନ୍ତି – ହତ୍ୟାକାରୀମାନେ ସେମାନଙ୍କୁ ହସ୍ପିଟାଲ ନେବା ବିଷୟରେ କିପରି ସୂଚନା ପାଇଲେ ? ପୋଲିସ ହେପାଜତରେ ଅତିକ୍-ଅଶରଫଙ୍କ ହତ୍ୟା ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ ।... Read More