0 Comment
ନୂଆଦିଲ୍ଲୀ : ୨୦୨୧ ବର୍ଷ ତୁଳନାରେ ୨୦୨୨ ବର୍ଷରେ ଭାରତର ପ୍ରତିରକ୍ଷା ବ୍ୟୟ ୬ ପ୍ରତିଶତ ଅଧିକ ଥିଲା । ସ୍ୱିଡେନର ଏକ ସଂସ୍ଥା ‘ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ (ଏସ୍ଆଇପିଆରଆଇ)ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ୨୦୨୧ ମସିହାରେ ୭୬.୬ ବିଲିୟନ ଡ଼ଲାର ସାମରିକ ଖର୍ଚ୍ଚ ସହିତ ଭାରତର ସ୍ଥାନ ତୃତୀୟ ଥିଲା । ୨୦୧୬ରେ ଭାରତ ୫୫.୯ ବିଲିୟନ ଡ଼ଲାର ସହ ପଞ୍ଚମ ସର୍ବାଧିକ ସାମରିକ ବ୍ୟୟକାରୀ ରାଷ୍ଟ୍ର ହୋଇଥିଲା... Read More