0 Comment
ନୂଆଦିଲ୍ଲୀ : ପ୍ରକାଶ ପାଇଲା ବୈଶ୍ବିକ କ୍ଷୁଧା ସୂଚୀ ୨୦୨୨। ୧୨୧ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୂଚୀରେ ୬ଟି ସ୍ଥାନ ତଳକୁ ଖସି ଭାରତ ୧୦୭ତମ ସ୍ଥାନରେ ସ୍ଥାନିତ ହୋଇଛି। ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନକୁ ବାଦ ଦେଇ ଭାରତ ବାକି ସମସ୍ତ ଦକ୍ଷିଣ ଏସୀୟ ଦେଶମାନଙ୍କ ପଛରେ ରହିଥିବା ଉକ୍ତ ସୂଚକାଙ୍କରୁ ଜଣାପଡ଼ିଛି। ଏହି ସୂଚକାଙ୍କରେ ଆଖପାଖ ଦେଶ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଏବଂ ମିଆଁମାର ଯଥାକ୍ରମେ ୯୯, ୬୪, ୮୪, ୮୧ ଏବଂ... Read More