0 Comment
ନୂଆଦିଲ୍ଲୀ: ହେଟ୍ ସ୍ପିଚର ପ୍ରସାର କରୁଥିବା ଟିଭି ଚ୍ୟାନେଲ ଗୁଡିକ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । “ଅଧିକାଂଶ ହେଟ୍ ସ୍ପିଚ୍ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରସାର ହେଉଛି । ହେଟ୍ ସ୍ପିଚର ପ୍ରସାର ରୋକିବାରେ ଟିଭି ଆଙ୍କର୍ ମାନଙ୍କର ଏକ ବଡ଼ ଦାୟିତ୍ବ ରହିଛି। କିନ୍ତୁ ଟିଭି ଆଙ୍କର୍ ବିତର୍କ ସମୟରେ ଅତିଥିଙ୍କୁ ମଧ୍ୟ ସମୟ ଦିଅନ୍ତି ନାହିଁ । ଏଭଳି ସ୍ଥିତିରେ କେନ୍ଦ୍ର କାହିଁକି ନୀରବଦ୍ରଷ୍ଟା ସାଜିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି ।... Read More