0 Comment
ଦୁବାଇ: ଭାରତ ଏବଂ ପାକିସ୍ତାନ ସହିତ ଏସିଆ ମହାଦେଶର ଶ୍ରେଷ୍ଠ ଦଳମାନଙ୍କୁ ନେଇ ଏସିଆ କପ୍ ଶନିବାର ଠାରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଏସୀୟ ଦଳ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ନିଜ ପ୍ରସ୍ତୁତିକୁ ମଜବୁତ କରିବା ଲକ୍ଷ୍ୟରେ ରହିବେ । ଶନିବାର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାର ମୁକାବିଲା ଆଫଗାନିସ୍ତାନ ସହ ହେବ। ଆଗାମୀ ଟି-୨୦ ବିଶ୍ୱକପ ଦୃଷ୍ଟିରୁ ଛଅ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ... Read More