0 Comment
ଭଦ୍ରକ : ବୈତରଣୀ ନଦୀରେ ବନ୍ୟା ଜଳ କମିଛି, ହେଲେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ପାଣି । ଅଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ରହିଛି । ଉପର ମୁଣ୍ଡରେ କମୁଛି ହେଲେ ତଳିଆ ଅଞ୍ଚଳରେ ବଢୁୁଛି ବନ୍ୟା ଜଳ । ଫଳରେ ଧାମନଗର ବ୍ଲକର ଆନନ୍ଦପୁର, ଖଡ଼ିପଦା, ସୋହଡା, କରଦା, ଦଲାଙ୍ଗ, ରଇପୁର ଆଦି ୧୨ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି । ସେହିଭଳି ଭଣ୍ଡାରୀପୋଖରୀ ବ୍ଲକର ମାଳଦା, ଷୋଳମପୁର, କୁରୀଗାଁ... Read More