0 Comment
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ସିବିଏସଇ ବୋର୍ଡର ଦଶମ କମ୍ପାର୍ଟମେଣ୍ଟ ପରୀକ୍ଷା ୨୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କେବଳ ଗୋଟିଏ ଦିନ କରାଯିବ। ସିବିଏସଇ ବୋର୍ଡର ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଟର୍ମ ଟୁ ପରୀକ୍ଷାର ସିଲାବସ୍ ଉପରେ ଆଧାରିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ସମସ୍ତ... Read More