0 Comment
ପୁରୀ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରେ ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର କଥାବସ୍ତୁ ଉପରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନାନନ୍ଦ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ନବମୀ ଦିନ ନନ୍ଦଉତ୍ସବ ପରେ ଦଶମୀ ତିଥିରେ ପ୍ରଭୁ ଅନେକ ଲୀଳା କରିଥାନ୍ତି। ଆଜି ଭକ୍ତ ମାନଙ୍କୁ ବଣଭୋଜି ବେଶରେ ଦର୍ଶନ ଦେଇଥାନ୍ତି। ଲୀଳାମୟଙ୍କର ପ୍ରତ୍ୟେକ ଲୀଳାକୁ ଦର୍ଶନ କରିବା ପାଇଁ ଭକ୍ତ ବ୍ୟାକୁଳିତ ହୋଇଥାଏ। ଏହି... Read More