0 Comment
ଭୁବନେଶ୍ୱର : ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସେହିପରି ଓଡିଶାରେ ବିଗତରେ ହୋଇଥିବା ପ୍ରବଳ ବର୍ଷା ଓ ଏହାପରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନେ ଚିନ୍ତିତ ଅଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ୧୨ଟି ଜିଲ୍ଲାର ୧,୫୭୫ଟି ଗାଁରେ ଏପର୍ଯ୍ୟନ୍ତ ୪.୬୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।... Read More