0 Comment
ଭୁବନେଶ୍ୱର : ଆଜିଠାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେଉଛି। ଏହି ଗସ୍ତ ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ। ଆଜି ସଂଧ୍ୟାରେ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିବେ । ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ । ୮ ତାରିଖ ସକାଳେ କେନ୍ଦ୍ର ଗୃହ ମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲା ପରେ କଟକ ଯିବେ । ସେଠାରେ ସେ ପ୍ରଥମେ ଓଡ଼ିଆ ବଜାର... Read More