0 Comment
ନୂଆଦିଲ୍ଲୀ : ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତକୁ କୁସ୍ତିରେ ଆଉ ଏକ ସ୍ୱର୍ଣ୍ଣ ପଦକ । ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସାକ୍ଷୀ ମଲିକ ମହିଳା ୬୨ କିଗ୍ରା ଫ୍ରିଷ୍ଟାଇଲ୍ ଇଭେଣ୍ଟ୍ରେ କାନାଡ଼ାର ଗୋଡିନେଜ୍ ଗୋଞ୍ଜାଲେଜ୍ଙ୍କୁ ଫଲ୍ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏଥିସହ ସାକ୍ଷୀ ମଧ୍ୟ କ୍ରମାଗତ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତୃତୀୟ ପଦକ ଜିତିଛନ୍ତି । ଏଥିସହ ସାକ୍ଷୀ... Read More