0 Comment
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ପଞ୍ଚମ ଦିନରେ ମଙ୍ଗଳବାର ଭାରତକୁ ୪ ପଦକ ମିଳିଛି । ଏଥିରେ ୨ ସ୍ବର୍ଣ୍ଣ ଏବଂ ୨ ରୌପ୍ୟ ପଦକ ସାମିଲ ରହିଛି । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ ପଦକ ସାମିଲ ରହିଛି। ଭାରତୀୟ ମହିଳା ଲନ୍ ବଲ୍ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତି ଐତିହାସିକ ସଫଳତା ପାଇଥିଲା... Read More