0 Comment
ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ଵିତୀୟ ମ୍ୟାଚରେ ଟସ ଜିତି ଭାରତ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା ଓ୍ଵେଷ୍ଟଇଣ୍ଡିଜ । ରାତି ୮ଟାରେ ଖେଳ ଯିବାକୁ ଥିବା ମ୍ୟାଚ ପରିବର୍ତ୍ତେ ଭାରତୀୟ ସମୟ ଅନୁସାରେ ରାତି ୧୦ଟାରୁ ଖେଳାଯାଇଛି। ଉଭୟ ଦଳର ଖେଳାଳି ତ୍ରିନିଦାଦରୁ ସେଣ୍ଟ କିଟ୍ସରେ ପହଞ୍ଚିବାରେ ହୋଇଥିବା ବିଳମ୍ବ କାରଣରୁ ମୁକାବିଲା ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨ୟ... Read More