0 Comment
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଚିହ୍ନଟ ହୋଇଛନ୍ତି ୭୯୭ ନୂଆ ପଜିଟିଭ । ଏମାନଙ୍କ ମଧ୍ୟରେ ୧୩୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୩୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୭୬, ଖୋର୍ଦ୍ଧାରୁ ୧୧୩, ସମ୍ବଲପୁରରୁ ୬୬, ମୟୂରଭଞ୍ଜରୁ ୬୭, କଟକରୁ ୨୧ , ବରଗଡ଼ରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।... Read More