0 Comment
ନୂଆଦିଲ୍ଲୀ : ମହିଳାଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୩ରେ ହେବାକୁ ଥିବା ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାର ନିୟମରେ ପରିବର୍ତ୍ତନ କରାଯାଇଛି। ଏଣିକି ଏହି ପ୍ରତିଯୋଗିତାରେ ବିବାହିତା ଓ ମା’ମାନେ ମଧ୍ୟ ସାମିଲ ହୋଇପାରିବେ। ଅନେକ ମହିଳା ଆକ୍ଟିଭିଷ୍ଟ ତଥା ପୂର୍ବତନ ଟାଇଟଲ ବିଜେତାଙ୍କ ଅପିଲ ପରେ ଦୀର୍ଘ ବର୍ଷର ନିୟମରେ ପରିବର୍ତ୍ତନ ଆଣିଛି। ଯାହାକୁ ନେଇ ବିବାହିତା ଆଶାୟୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ୨୦୨୩ରେ ହେବାକୁ ଥିବା ୭୨ତମ... Read More