August 21, 2022 0 Comment ମାଟି କାନ୍ଥ ପଡ଼ି ୮ ବର୍ଷର ନାବାଳିକା ମୃତବାରିପଦା: ମାଟି କାନ୍ଥ ପଡ଼ି ୮ ବର୍ଷର ନାବାଳିକା ମୃତ l ୧୯ ନମ୍ବର ଓ୍ୱାର୍ଡ ମାଛସାହିରେ ଖେଳୁଥିବା ବେଳେ ଅଘଟଣ ଘଟିଥିଲା l ରାଜ୍ୟ
August 21, 2022 0 Comment ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖାବାଲେଶ୍ୱର : ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ଆସିଛି । ବର୍ଷା କମିଯାଇଥିଲେ ବି ବାଲେଶ୍ୱର ଜିଲାରେ ବନ୍ୟାର ବିଭୀଷିକା ଦେଖା ଦେଇଛି । ବାଲେଶ୍ୱର ଜିଲାରେ ପ୍ରବାହିତ ପ୍ରମୁଖ ୩ଟି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳେଶ୍ୱର ବ୍ଲକ ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ଏହାର ବିପଦ ସଂକେତ ୧୦.୩୬ ଥିବା ବେଳେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୧.୧ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି... Read More ବାଲେଶ୍ୱର, ରାଜ୍ୟ
August 21, 2022 0 Comment ପାକିସ୍ତାନର ଏହି ବଡ଼ ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆହରାରେ: ଜିମ୍ବାୱେ ଗସ୍ତରେ ଥିବା କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜୟଯାତ୍ରା ଜାରି ରଖିଛି । ପ୍ରଥମ ଦିନିକିଆକୁ ୧୦ ୱିକେଟରେ ଜିତିବା ପରେ ହରାରେ ସ୍ପୋର୍ଟ୍ସ କ୍ଲବରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତ ୫ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ଭାରତ ଅପରାଜେୟ ୨-୦ରେ ଅଗ୍ରଣୀ ହାସଲ ପୂର୍ବକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିନେଇଛି । ହରାରେରେ ଏହା ଭାରତର କ୍ରମାଗତ ୧୧ତମ ବିଜୟ ଥିଲା... Read More ଖେଳ
August 21, 2022 0 Comment ଗୋଟିଏ ମ୍ୟାଚ୍ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍କୁ କବଜା କଲା ଭାରତହରାରେ: ଭାରତ ଏଠାରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଜିମ୍ବାୱେକୁ ୫ ଓ୍ବିକେଟରେ ହରାଇ ଦେଇଛି । ପୁଣି ଏକ ଏକତରଫା ବିଜୟ ସହ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ କବଜା କରିଛି। ଭାରତ ପୁଣି ଟସ୍ ଜିତି ଜିମ୍ବାୱେ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଜିମ୍ବାୱେ ୩୮.୧ ଓଭରରେ ମାତ୍ର ୧୬୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।... Read More ଖେଳ
August 21, 2022 0 Comment ମୁମ୍ବାଇରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଯୋଜନା ନେଇ ଧମକପୂର୍ଣ୍ଣ ମେସେଜ୍ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖାଦେଇଛି | ପଡ଼ୋଶୀ ଦେଶ ପାକିସ୍ତାନରୁ ଏପରି ଧମକ ଆସିଛି। ମୁମ୍ବାଇ ଉପରେ ପୁଣି ୨୬/୧୧ ଭଳି ଆକ୍ରମଣ କରାଯିବ ବୋଲି ମୁମ୍ବାଇ ଟ୍ରାଫିକ ନିୟନ୍ତ୍ରଣ ପୋଲିସକୁ ହ୍ବାଟସଆପରେ ଧମକ ଦିଆଯାଇଛି । ଏହାଛଡ଼ା ଏହି ହ୍ବାଟସଆପ୍ ବାର୍ତ୍ତାରେ କିଛି ସନ୍ଦିଗ୍ଧଙ୍କ ଫଟୋ ଏବଂ ନମ୍ବର ମଧ୍ୟ ସେୟାର କରାଯାଇଛି । ଏହି ଧମକପୂର୍ଣ୍ଣ ବାର୍ତ୍ତା ପରେ ପୋଲିସ... Read More ଦେଶବିଦେଶ
August 21, 2022 0 Comment ୨୦୨୪ ଲୋକସଭା ନିର୍ବାଚନ କେଜ୍ରିୱାଲ ବନାମ ମୋଦୀ ହେବ: ସିସୋଦିଆନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କ ବାସଭବନରେ ଚଢ଼ାଉ କରିବା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେବ। ଏହି ଲଢେଇ ଆପ୍ ଓ ବିଜେପି ମଧ୍ୟରେ ହେବ। ସେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲଙ୍କୁ ଭୟଭୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କୌଶଳ ପ୍ରୟୋଗ କରୁଛନ୍ତି।... Read More ଦେଶବିଦେଶ
August 21, 2022 0 Comment ଆସନ୍ତା ୨୭ରେ ହେବ ଏଏସଓ ଲିଖିତ ପରୀକ୍ଷାଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ହେବ ଏଏସଓ ଲିଖିତ ପରୀକ୍ଷା । ବନ୍ୟା ସ୍ଥିତି ଯୋଗୁଁ ପରୀକ୍ଷା ସ୍ଥଗିତ ଥିଲା । ଆସନ୍ତା ୨୭ତାରିଖରେ ସକାଳ ୯ରୁ ସାଢେ ୧୦ଟା ଯାଏଁ ପ୍ରଥମ ସିଟିଂ ପରୀକ୍ଷା ହେବ । ସାଢେ ୧୧ରୁ ଗୋଟାଏ ମଧ୍ୟରେ ହେବ ଦ୍ବିତୀୟ ସିଟିଂ ପରୀକ୍ଷା । ସାଢ଼େ ଦୁଇଟାରୁ ସାଢ଼େ ୪ଟା ଯାଏ ହେବ ତୃତୀୟ ସିଟିଂ ପରୀକ୍ଷା । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ-ଓପିଏସି ପକ୍ଷରୁ ଏନେଇ ବିଜ୍ଞପ୍ତି... Read More ରାଜ୍ୟ
August 21, 2022 0 Comment ବନ୍ୟା ସ୍ଥିତି ଦୃଷ୍ଟିରୁ ଯୁକ୍ତ ଦୁଇ ନାମଲେଖା ସମୟସୀମା ବୃଦ୍ଧିଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ନାମଲେଖା ପାଇଁ ସମୟ ସୀମା ବୃଦ୍ଧି କରିଛି | ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି | ୧୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ନାମଲେଖା ୨୫ ତାରିଖ ଯାଏଁ ଚାଲିବାର ଥିଲା । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାମଲେଖା ଜାରି ରହିବ ବୋଲି କୁହାଯାଇଥିଲା | ଏବେ ନାମଲେଖା... Read More ରାଜ୍ୟ
August 21, 2022 0 Comment ୟୁପିଆଇ ଦ୍ବାରା ଟଙ୍କା ଟ୍ରାନ୍ସଫର ଉପରେ ଏବେ ଲାଗିବ ଚାର୍ଜନୂଆଦିଲ୍ଲୀ: ଯଦି ଆପଣ କୌଣସି ଜିନିଷ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ୟୁପିଆଇ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏବେ ଚାର୍ଜ ଲାଗିପାରେ | ଆରବିଆଇ ଅର୍ଥାତ ରିଜର୍ଭ ବ୍ୟାଙ୍କ ୟୁପିଆଇ ମାଧ୍ୟମରେ ହେଉଥିବା କାରବାର ଉପରେ ଶୁଳ୍କ ଆଦାୟ କରିବାକୁ ବିଚାର କରୁଛି । ଏହାଛଡ଼ା ଡେବିଟ୍ କାର୍ଡ ଦ୍ୱାରା ଟଙ୍କା ଟ୍ରାନ୍ସଫର ମଧ୍ୟ ଏବେ ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ | ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେମେଣ୍ଟ ସିଷ୍ଟମ ଉପରେ ଶୁଳ୍କ... Read More ଦେଶବିଦେଶ
August 21, 2022 0 Comment ମୟୂରଭଞ୍ଜ ଓ ବାଲେଶ୍ବରରେ ନିଶ୍ଚିତ ହେବ ବନ୍ୟା : ଏସ୍ଆର୍ସିଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ନିଶ୍ଚିତ ହେବା ନେଇ ଏସଆରସି ଦୃଢ଼ୋକ୍ତି ବାଢ଼ିଛନ୍ତି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିଥିବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି । ପ୍ରତି ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି, ଯାହା ସୁବର୍ଣ୍ଣରେଖା ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି ।... Read More ରାଜ୍ୟ